Advertisment

ପାଣ୍ଡିଆନଙ୍କୁ କାହିଁକି ଜଗିବେ ୭୪ ପୁଲିସ ?

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୁଲିସ କର୍ମଚାରୀ ମୁତୟନ ହେଉଛନ୍ତି। ଯେଉଁଥିରେ ୨ ସବ୍‌ଇନ୍ସପେକ୍ଟର, ୧୨ ହାବିଲଦାର, ୫୬ କନଷ୍ଟେବଳ ବା ସିପାହୀ ଓ ୪ ମହିଳା କନଷ୍ଟେବଳ ରହିଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି

5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୁଲିସ କର୍ମଚାରୀ ମୁତୟନ ହେଉଛନ୍ତି। ଯେଉଁଥିରେ ୨ ସବ୍‌ଇନ୍ସପେକ୍ଟର, ୧୨ ହାବିଲଦାର, ୫୬ କନଷ୍ଟେବଳ ବା ସିପାହୀ ଓ ୪ ମହିଳା କନଷ୍ଟେବଳ ରହିଛନ୍ତି। ଏଥିସହ ଗୋଟିଏ ଗାଡ଼ି ମଧ୍ୟ ଯୋଗାଇଛି ଗୃହ ବିଭାଗ। ସୂଚନା ଅଧିକାର ଆଇନ୍‌ରେ ଚଳିତ ମାସ ଏହି ତଥ୍ୟ ଦେଇଛି କମିଶନରେଟ ପୁଲିସର ରିଜର୍ଭ ପୁଲିସ ଅଫିସ୍। ତେବେ ଏଭଳି ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଶୁଣନ୍ତୁ ମୁଖପାତ୍ର ସୁରଥ ବିଶ୍ବାଳ କ'ଣ କହୁଛନ୍ତି। 

Advertisment
Bjp Vk Pandian Odisha