Advertisment

ମନ୍ତ୍ରୀଙ୍କ ନୂଆ କାହାଣୀ, ସଙ୍କଟ ପଛରେ ଭାଇ ଭଉଣୀ !

ପଶ୍ଚିମବଙ୍ଗରୁ ଆଳୁ ନଆସିବା ପଛର କାରଣ କହିଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

author-image
Manoj Swain
ଅଦ୍ୟତନ ହୋଇଛି

ଆଳୁ ରେଟ ଶୁଣି ଖାଉଟିଙ୍କ ମୁଣ୍ଡ ଝାଇଁ ମାରିଯାଉଛି। ସେପଟେ, ପଶ୍ଚିମବଙ୍ଗରୁ ଆଳୁ ନଆସିବା ପଛର କାରଣ କହିଦେଲେ ଯୋଗାଣ ମନ୍ତ୍ରୀ । କହିଲେ, ଭାଇ କହିଥିବେ ବୋଧେ ସେଥିପାଇଁ ଭଉଣୀ ଏମିତି କରିଥିବେ। କାହାକୁ ଇଙ୍ଗିତ କରି ଏପରି କହିଲେ ମନ୍ତ୍ରୀ ? ଏଠି ଭଉଣୀ ତ ମମତା ଦିଦି ବୋଲି ଏକପ୍ରକାର ସ୍ପଷ୍ଟ, ହେଲେ ଭାଇ କିଏ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Price Hike Potato