ଅଦ୍ୟତନ ହୋଇଛି
ମନ୍ତ୍ରୀଙ୍କ ନୂଆ କାହାଣୀ, ସଙ୍କଟ ପଛରେ ଭାଇ ଭଉଣୀ ! | Odisha Reporter
Advertisment
ଆଳୁ ରେଟ ଶୁଣି ଖାଉଟିଙ୍କ ମୁଣ୍ଡ ଝାଇଁ ମାରିଯାଉଛି। ସେପଟେ, ପଶ୍ଚିମବଙ୍ଗରୁ ଆଳୁ ନଆସିବା ପଛର କାରଣ କହିଦେଲେ ଯୋଗାଣ ମନ୍ତ୍ରୀ । କହିଲେ, ଭାଇ କହିଥିବେ ବୋଧେ ସେଥିପାଇଁ ଭଉଣୀ ଏମିତି କରିଥିବେ। କାହାକୁ ଇଙ୍ଗିତ କରି ଏପରି କହିଲେ ମନ୍ତ୍ରୀ ? ଏଠି ଭଉଣୀ ତ ମମତା ଦିଦି ବୋଲି ଏକପ୍ରକାର ସ୍ପଷ୍ଟ, ହେଲେ ଭାଇ କିଏ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us