Advertisment

ସଂସଦ ଭବନ ପରିସରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ତକାଲିର ଘଟଣା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ସଂସଦରେ ପ୍ରବେଶ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଦ୍ବାରା କଡ଼ା ଯାଞ୍ଚ ।

author-image
Manoj Swain

ସଂସଦ ଭବନ ପରିସରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଗତକାଲିର ଘଟଣା ପରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ସଂସଦରେ ପ୍ରବେଶ ପୂର୍ବରୁ ସୁରକ୍ଷାକର୍ମୀଙ୍କ ଦ୍ବାରା କଡ଼ା ଯାଞ୍ଚ । କେବଳ ମକର ଦ୍ୱାର ଦେଇ ସାଂସଦଙ୍କୁ ପ୍ରବେଶ ଅନୁମତି । ସଂସଦ ଭବନକୁ ଆସୁଥିବା ସମସ୍ତଙ୍କୁ କଡ଼ା ଚେକିଂ। ଗତକାଲି ହଠାତ୍ ସଂସଦ ଭବନକୁ ପଶି ଦୁଇ ଯୁବକ ଗ୍ୟାସ୍ ସ୍ପ୍ରେ କରିଥିଲେ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ଲୋକସଭା ସେକ୍ରେଟାରିଏଟ। ଦାୟିତ୍ୱରେ ଅବହେଳା ଦର୍ଶାଇ ଆଠ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରାଯାଇଛି। ସେହିଭଳି ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା। 

Advertisment
Delhi Parliament Session Parliament Security Breach