ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି; ଗୋଟିଏ ବି ଦୁର୍ନୀତି ଅଭିଯୋଗ ଆସିନି, ବିଶ୍ୱରେ ମିଳିଛି ସ୍ୱୀକୃତି: ବିଜେପି

ଜି-୨୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସଂଗଠନରେ ଭାରତ ଅଧ୍ୟକ୍ଷତା କରିପାରିଛି ଯାହା ମୋଦିଙ୍କ ସରକାରଙ୍କର ନେତୃତ୍ୱର ବଳିଷ୍ଠ ପ୍ରମାଣ ବୋଲି କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ତଥା ଉତର-ପୂର୍ବାଂଚଳ ବିକାଶ  ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି ।

Union Culture Tourism and North-Eastern Development Minister G. Kishan Reddy PhotoOR

କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ତଥା ଉତର-ପୂର୍ବାଂଚଳ ବିକାଶ  ମନ୍ତ୍ରୀ ଜି. କିଶନ ରେଡ୍ଡୀ

Ordigital Desk
  • Published: Monday, 29 May 2023
  • Updated: 29 May 2023, 10:50 PM IST

Sports

Latest News

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ୯ବର୍ଷ ପୂରଣ କରିଛି । ମାତ୍ର ଏହି ୯ବର୍ଷ ମଧ୍ୟରେ ବିଜେପି ସରକାର ବିରୁଦ୍ଧରେ ଗୋଟିଏ ବି ଭ୍ରଷ୍ଟାଚାରର ଅଭିଯୋଗ ନାହିଁ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ କେବଳ ଭାରତ ନୁହେଁ ବିଶ୍ୱରେ ସ୍ୱୀକୃତି ଲାଭ କରିଛି । ଜି-୨୦ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ସଂଗଠନରେ ଭାରତ ଅଧ୍ୟକ୍ଷତା କରିପାରିଛି ଯାହା ମୋଦିଙ୍କ ସରକାରଙ୍କର ନେତୃତ୍ୱର ବଳିଷ୍ଠ ପ୍ରମାଣ ବୋଲି କେନ୍ଦ୍ର ସଂସ୍କୃତି ପର୍ଯ୍ୟଟନ ତଥା ଉତର-ପୂର୍ବାଂଚଳ ବିକାଶ  ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି ।

ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଉପଲକ୍ଷେ ସରକାରଙ୍କ ୯ବର୍ଷର ଉପଲବ୍ଧି ବିଷୟରେ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ଶ୍ରୀ ରେଡ୍ଡୀ କହିଛନ୍ତି ଯେ, ସେବା, ସୁଶାସନ, ଗରିବ କଲ୍ୟାଣ ହେଉଛି ବିଜେପିର ସରକାରର ଭାବନା । କୋଭିଡ୍ ମହାମାରୀ ସମୟରେ ସାରା ବିଶ୍ୱର ଅନେକ ବିକଶିତ ଦେଶ ଏହି ମହାମାରୀକୁ ସାମ୍ନା କରିପାରିନଥିବା ବେଳେ ଭାରତ ପାରଦର୍ଶିତା ସହିତ କୋଭିଡ୍‌ର ମୁକାବିଲା କରିପାରିଥିଲା । ପ୍ରଥମ ଥର ପାଇଁ ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ କୋଭିଡ୍ ଟୀକା ପ୍ରସ୍ତୁତ କରିପାରିଥିଲା ।

Also Read

୧୪୦କୋଟି ଜନସଂଖ୍ୟାର ଦେଶରେ ଟୀକାକରଣ ଅଭିଯାନ ସଫଳତାର ସହ ହୋଇପାରିଛି । କୋଭିଡ୍ ସମୟରେ ଦେଶରେ ୨୨୦କୋଟି ଡୋଜ୍ ମାଗଣା ଟୀକା ଦିଆଯାଇଛି । ୯ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ୩କୋଟି ୫୦ଲକ୍ଷ ଘର ପକ୍କା ଘର ନିର୍ମାଣ ହୋଇଛି ସେଥିରୁ ୬୫ପ୍ରତିଶତ ମହିଳାଙ୍କୁ ମିଳିଛି । ମହିଳାଙ୍କୁ ମିଳିଛି ସମ୍ମାନ, ସ୍ୱଚ୍ଛ ଭାରତ ଯୋଜନାରେ ୧୧କୋଟି ୭୨ଲକ୍ଷ ପରିବାରକୁ ଶୌଚାଳୟ ମିଳିଛି । ଟ୍ୟାପ୍ ଯୋଗେ ପିଇବା ପାଣି ଯୋଗାଇଦେବା ପାଇଁ ମୋଦି ସରକାର ଜଳଜୀବନ ମିଶନ ମାଧ୍ୟମରେ ୧୨କୋଟିରୁ ଅଧିକ ଘରକୁ

ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ସୁବିଧା କରାଇଛନ୍ତି । ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ୯କୋଟି ୬୦ଲକ୍ଷରୁ ଅଧିକ ପରିବାରକୁ ମିଳିଛି ମାଗଣା ଗ୍ୟାସ୍ ସଂଯୋଗ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦କୋଟି ପରିବାରଙ୍କୁ ମାସକୁ ମିଳୁଛି ମୁଣ୍ଡ ପିଛା ୫କିଲୋ ଖାଦ୍ୟଶସ୍ୟ,ଆୟୁଷ୍ମାନ ଭାରତ ଯୋଜନାରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସହାୟତା,ମହିଳା ଓ ବାଳିକାମାନଙ୍କୁ ୧ଟଙ୍କାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉଛି । ୯ହଜାର ୩୦୦ରୁ ଅଧିକ ଜନୌଷଧି କେନ୍ଦ୍ରରେ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ମିଳୁଛି । ୮ବର୍ଷ ଭିତରେ ଥରେ ବି ସାର ଦର ବୃଦ୍ଧି କରାଯାଇନାହିଁ । ପିଏମ କିଷାନ ଯୋଜନାରେ ବର୍ଷକୁ ଚାଷ କାମରେ ସହାୟତା ପାଇଁ ଚାଷୀଙ୍କ ମୁଣ୍ଡ ପିଛା ୬ହଜାର ଟଙ୍କାର ସହାୟତା ମିଳୁଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆର୍ଥିକ ଦୁର୍ବଳ ବର୍ଗଙ୍କୁୁ ୧୦ପ୍ରତିଶତ ସଂରକ୍ଷଣ ସୁବିଧା ଆରମ୍ଭ କରାଯାଇଛି ।

ମୋଦି ସରକାରଙ୍କ ଏହି ୯ବର୍ଷ ଶାସନରେ ଦେଶରେ ଭିତିଭୂମି ନିର୍ମାଣ କ୍ଷେତ୍ରରେ ଅନେକ ମାଇଲଖୁଂଟ ସ୍ଥାପିତ ହୋଇଛି । ଦେଶରେ ରେଳସେବାରେ ଆଧୁନିକରଣ, ନୂଆ ରେଳ ଲାଇନ ନିର୍ମାଣ, ରେଳ ଷ୍ଟେସନର ଆଧୁନିକରଣ ନୂଆ ଶିଖରକୁ ଛୁଇଁଛି । ୨୦ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁ ହୋଇସାରିଥିବା ବେଳେ ୪୦୦ଟି ବନ୍ଦେ ଭାରତ ଟ୍ରେନ୍ ଚାଲିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ୭୪ ନୂଆ ବିମାନ ବନ୍ଦର ପ୍ରତିଷ୍ଠା ହୋଇଛି । ୯ବର୍ଷ ଭିତରେ ୫୩,୮୬୮ କିମି ନୂଆ ଜାତୀୟ ରାଜପଥ ନିର୍ମାଣ

ହୋଇଛି । ୯ବର୍ଷ ଭିତରେ ୧୫ଟି ନୂଆ ସହରରେ ମେଟ୍ରୋ ଟ୍ରେନ୍ ଚାଲିବା ସହ ୮୬୦ କିମି ମେଟ୍ରୋ ଲାଇନ ନିର୍ମାଣ ହୋଇଛି । ଅମ୍ବୃତ ଭାରତ ଷ୍ଟେସନ ସ୍କିମରେ ୧୨୭୫ଟି ରେଳ ଷ୍ଟେସନର ଆଧୁନିକରଣ ହୋଇଛି । ସ୍ୱାସ୍ଥ୍ୟ ସେବା ବିକାଶରେ ମୋଦି ସରକାର

ଅନେକ ବଡ ପଦକ୍ଷେପ ନେଇଛନ୍ତି ଯଥା ୯ବର୍ଷରେ ୭୦୦ ନୂଆ ମେଡିକାଲ କଲେଜ ସ୍ଥାପନା, ୧୫ଟି ନୂଆ ଏମ୍ସ ସ୍ଥାପନା, ୬୯ହଜାର ୬୬୩ଟି ନୂଆ ଏମବିବିଏସ୍ ସିଟ୍ ବୃଦ୍ଧି କରାଯାଇଛି । ୯ବର୍ଷରେ ୭ଟି ନୂଆ ଆଇଆଇଟି ଓ ୭ଟି ନୂଆ ଆଇଆଇମ ପ୍ରତିଷ୍ଠା ହୋଇଛି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି । ୧ଲକ୍ଷରୁ ଅଧିକ ଷ୍ଟାଟ୍‌ଅପ୍ କମ୍ପାନୀ ସ୍ଥାପିତ ହୋଇଛି ।

ମୋଦି ସରକାର ଦେଶରେ ନୂଆ ଶିକ୍ଷା ନୀତି ସମେତ  ଦେଶର ଅଖଣ୍ଡତା ପ୍ରତି ଆହ୍ୱାନ ସୃଷ୍ଟି କରିଥିବା ଧାରା ୩୭୦କୁ ଜାମ୍ମୁ କାଶ୍ମୀରରୁ ଉଚ୍ଛେଦ କରାଯାଇଛି । ଉତର-ପୂର୍ବ ଭାରତ ବିକାଶକୁ ମୋଦି ସରକାର ପ୍ରାଥମିକତା ଦେଇଛନ୍ତି । ଆତଙ୍କବାଦ ବିରୁଦ୍ଧରେ କଠୋର ଆଭିମୁଖ୍ୟ ସହ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସୀମାବର୍ତି ଅଂଚଳରେ ରାସ୍ତା ଏବଂ ବ୍ରିଜ୍ ନିର୍ମାଣ ହୋଇଛି । ସିରିଆ, ଅଫଗାନିସ୍ଥାନ ଭଳି ଦେଶରୁ ବିପଦ ସମୟରେ ୨୦ହଜାରରୁ ଅଧିକ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଇଛି । କୋଭିଡ୍ ସମୟରେ ୨କୋଟି ୯୭ଲକ୍ଷ ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଅଣାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ଛତିଶଗଡ଼ ରାଜ୍ୟ ବିରୋଧୀ ଦଳ ନେତା ଧରମଲାଲ୍ କୌଶିକ୍‌, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story