Advertisment

ନିର୍ବାଚନ ପୂର୍ବରୁ ଶିକ୍ଷକଙ୍କୁ ଲୋଭନୀୟ ଟ୍ୟାବ୍ ଅଫର ?

ଏହି ଟ୍ୟାବଲେଟ୍‌ରେ ମୁଖ୍ୟମନ୍ତ୍ରୀ ଓ 5Tର ଫଟୋ ସହ ବାର୍ତ୍ତା ରହିଛି। ତେଣୁ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହେଉଛି ବୋଲି ଅଭିଯୋଗ ହୋଇଛି।

author-image
Manoj Swain
ଅଦ୍ୟତନ ହୋଇଛି

ଆଉ ଦିନ କେଇଟା ପରେ ନିର୍ବାଚନ, ତା ପୂର୍ବରୁ ଶିକ୍ଷକଙ୍କ ପାଇଁ ଯାଉଥିଲା ନବୀନଙ୍କ ଫଟୋ ସହ 5T ଲୋଗୋଥିବା ଟ୍ୟାବ୍। ଶାସନ ହାତେଇବା ପାଇଁ କଳେବଳେ କୌଶଳେ ଚେଷ୍ଟା କରାଯାଉନି ତ ? ଶିକ୍ଷକଙ୍କ ଲୋଭନୀୟ ଅଫର ଦେଇ ନିର୍ବାଚନରେ ହେରଫେର୍ କରାଯିବନି ତ ? ତେବେ ସବୁଠୁ ବଡ଼ କଥା ହେଉଛି ଏହି ଟ୍ୟାବଲେଟ୍‌ରେ ମୁଖ୍ୟମନ୍ତ୍ରୀ ଓ 5Tର ଫଟୋ ସହ ବାର୍ତ୍ତା ରହିଛି। ତେଣୁ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହେଉଛି ବୋଲି ଅଭିଯୋଗ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।  

Advertisment
Odisha Rayagada General Election