Advertisment

100 କୋଟି କ୍ଲବରେ ଓଡ଼ିଶାରୁ ଜଣେ ରାଜ୍ୟସଭା ସାଂସଦ

ରାଜ୍ୟସଭାରେ 100 କୋଟିରୁ ଅଧିକ ଟଙ୍କା ଥିବା ସାଂସଦ ପ୍ରବେଶ କରୁଥିବା ଦେଖାଯାଉଛି।

Advertisment

ଦିନକୁ ଦିନ ବଢିବାରେ ଲାଗିଛି ଧନୀ ସାଂସଦଙ୍କ ସଂଖ୍ୟା। ତେବେ ରାଜ୍ୟସଭାରେ 100 କୋଟିରୁ ଅଧିକ ଟଙ୍କା ଥିବା ସାଂସଦ ପ୍ରବେଶ କରୁଥିବା ଦେଖାଯାଉଛି। 100 କୋଟି ଟଙ୍କାରୁ ଅଧିକ ଟଙ୍କା ଥିବା ସାଂସଦଙ୍କୁ ଇଂଲିଶରେ ବିଲିନିୟର ସାଂସଦ କୁହାଯାଉଛି। ପ୍ରାର୍ଥୀଙ୍କ ଆୟ ଓ ସମ୍ପତ୍ତି ସଂପର୍କରେ ନିୟମିତ ସମୀକ୍ଷା କରୁଥିବା ସଂଗଠନ ଏଡିଆର ପକ୍ଷରୁ ଜାରି କରାଯାଇଥିବା ସର୍ବଶେଷ ରିପୋର୍ଟରୁ ଏହା ଜଣାପଡ଼ିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Member Of Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe