200 ସିଟରେ ପ୍ରାର୍ଥୀ ଦେଲା ଗୋଟିଏ ବି ଜିତିଲେନି.... | Odisha Reporter
5 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଭିତରେ ଉଭେଇ ଯାଇଛି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ୍ ଆଦ୍ମୀ ପାର୍ଟି। ମଧ୍ୟପ୍ରଦେଶ, ଛତିଶଗଡ଼, ଓ ରାଜସ୍ଥାନରେ ବିଜେପି ଜଲଓ୍ୱା ଦେଖାଉଥିବା ବେଳେ ତେଲେଙ୍ଗାନାକୁ କଂଗ୍ରେସ କବ୍ଜା କରିଛି। ଏସବୁ ଭିତରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ବଡ଼ ଝଟ୍କା। ଦିଲ୍ଲୀ ଓ ପଞ୍ଜାବରେ ଶାସନ କରୁଥିବା ଆମ୍ ଆଦ୍ମୀ ପାର୍ଟି 3 ରାଜ୍ୟର ଗୋଟିଏ ବି ଆସନରେ ନିଜର ଖାତା ଖୋଲିପାରି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
