‘2024 ନିର୍ବାଚନରେ ଓପାଡ଼ି ଫିଙ୍ଗିଦେବୁ’ | Odisha Reporter
ରାଜଧାନୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି। କ୍ୟାମ୍ପସରେ ଅବ୍ୟବସ୍ଥା। ଛାତ୍ର ବିରୋଧୀ ନୀତିର ପ୍ରତିବାଦ। ଲୋୟର ପିଏମ୍ଜି ଅଭିମୁଖେ ଏବିଭିପିର ରାଲି । ଶୁଣନ୍ତୁ ଜଣେ ଏବିଭିପି ସଂଗଠକ କଣ କହୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
