ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିଶାଳ ସମାବେଶ

  • Published: Wednesday, 22 November 2023
  • , Updated: 22 November 2023, 01:07 PM IST

ରାଜଧାନୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି। କ୍ୟାମ୍ପସରେ ଅବ୍ୟବସ୍ଥା। ଛାତ୍ର ବିରୋଧୀ ନୀତିର ପ୍ରତିବାଦ। ଲୋୟର ପିଏମ୍‌ଜି ଅଭିମୁଖେ ଏବିଭିପିର ରାଲି । ଶୁଣନ୍ତୁ ଜଣେ ଏବିଭିପି ସଂଗଠକ କଣ କହୁଛନ୍ତି। 

 

Related story