ନକ୍ସା ରେଡି କଣ ଭାଙ୍ଗିବ ବିଜେଡି ? | Odisha Reporter
ନକ୍ସା ରେଡି, ବିଜେଡିରେ ଘଟିବ କି ବିଭାଜନ?
ପ୍ରଥମ ଦିନରୁ ହିଁ ଆଗ୍ରେସିଭ। ନା ଶୋଇବେ ନା ଶୋଇବାକୁ ଦେବେ! ଏମିତି କହିଲେଣି ମନମୋହନ ସାମଲ। ୨୪ ନିର୍ବାଚନ ପାଇଁ ପ୍ରସ୍ତୁତ କଲେଣି ରୋଡ ମ୍ୟାପ୍। ଏଥର ଆଉ ସ୍ପ୍ଲିଟ୍ ଭୋଟିଂ ନୁହେଁ ଏକା ଥରେକେ ହାଫ୍ ସେଞ୍ଚୁରି ମାରିବ ଦଳ। ଦଳର ନବ ନିଯୁକ୍ତ ସଭାପତି ମନମୋହନ ସାମଲ କହିଛନ୍ତି ଏଥର ଦଳର ଜବରଦସ୍ତ ବିଜୟ ହେବ।
ନକ୍ସା ରେଡି କଣ ଭାଙ୍ଗିବ ବିଜେଡି ? | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
