ରାଜନୀତିରେ ମାଇଣ୍ଡଗେମ୍

  • Published: Thursday, 15 February 2024
  • , Updated: 15 February 2024, 12:07 PM IST

ଗତ ସେପଟେମ୍ବର ୨୭ ତାରିଖ, ବଲାଙ୍ଗିର ଜିଲ୍ଳା ଭରସୁଜାର ଛେଲିଆପାଟ ମହୋତ୍ସବରେ ଅଭିନେତା ମନୋଜଙ୍କୁ ନେଇ କଂଗ୍ରେସ ନେତା ନରସିଂହ ଦେଇଥିବା ବୟାନ । ସିନେମାରେ ବିବାଦକୁ ନେଇ ନରସିଂହ କହିଥିଲେ ସମାଧାନ ନହେଲେ, ଓଡିଶା ଭାଗ ଭାଗ ହୋଇଯିବ । ବାସ୍, ତାପରେ ମନୋଜଙ୍କ ସମର୍ଥନରେ ବଲାଙ୍ଗିର ଜିଲ୍ଳାର ଜାଗା ଜାଗାରେ ଆରମ୍ଭ ହୋଇଥିଲା ସଭା ଓ ଶୋଭାଯାତ୍ରା । ଉତ୍ସାହିତ ହୋଇଥିଲେ ମନୋଜ ମିଶ୍ର । 

Related story