Advertisment

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଞ୍ଜରୀ ସିଂହଦେଓ

ଅଦ୍ରିଜା କହିଛନ୍ତି, ନବୀନ ବାବୁ ମହିଳାଙ୍କ ଉନ୍ନତି ପାଇଁ କାମ କରୁଥିବା କହୁଛନ୍ତି। ମୋ ଉପରେ ଅତ୍ୟାଚାର କଥା ଜାଣି କିଭଳି ସେ ପରିବାରର ଜଣଙ୍କୁ ଟିକେଟ ଦେଲେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।

Advertisment

ନିର୍ବାଚନ ସମୟରେ ରୋଚକ ହେଉଛି ବଲାଙ୍ଗିର ରାଜ ପରିବାର କଳି। ବିଜେଡି ନେତା ଅନଙ୍ଗ ଉଦୟସିଂହଦେଓଙ୍କ ବୋହୂ ତଥା ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓଙ୍କୁ ଭୋଟ୍‌ ନଦେବା ପାଇଁ ବଲାଙ୍ଗିରବାସୀଙ୍କୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ମହିଳାଙ୍କ ଉନ୍ନତି ପାଇଁ କାମ କରୁଥିବା କହୁଛନ୍ତି। ମୋ ଉପରେ ଅତ୍ୟାଚାର କଥା ଜାଣି କିଭଳି ସେ ପରିବାରର ଜଣଙ୍କୁ ଟିକେଟ ଦେଲେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଅଦ୍ରିଜାଙ୍କ ଦେଢ଼ଶୂର କଳିକେଶଙ୍କୁ ବଲାଙ୍ଗିର ବିଧାନସଭାରୁ ପ୍ରାର୍ଥୀ କରିଛି ବିଜେଡି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Balangir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe