Advertisment

ମ୍ୟାଡାମ୍ ଏକ, ସେପଟେ ଅନେକ

ଗତ ନିର୍ବାଚନରେ ଅପରାଜିତାଙ୍କୁ ଟକ୍କର ଦେଇଥିଲେ ବିଜେଡିର ଅରୁପ ପଟ୍ଟନାୟକ। ରାଜଧାନୀ ଦେଖିଥିଲା ଆଇଏଏସ ଏବଂ ଆଇପିଏସ ଲଢେଇ।

author-image
Manoj Swain

ଭୁବନେଶ୍ବରରେ ବିଜେଡିରୁ ଅପରାଜିତାଙ୍କୁ କିଏ ଦେବ କଡ଼ା ଟକ୍କର । ଅପରାଜିତା ଯଦି ପୁଣିଥରେ ଭୁବନେଶ୍ବରରୁ ବିଜେପିର ସାଂସଦ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିରୁ ଚେହେରାଟା କିଏ। ଗତ ନିର୍ବାଚନରେ ଅପରାଜିତାଙ୍କୁ ଟକ୍କର ଦେଇଥିଲେ ବିଜେଡିର ଅରୁପ ପଟ୍ଟନାୟକ। ରାଜଧାନୀ ଦେଖିଥିଲା ଆଇଏଏସ ଏବଂ ଆଇପିଏସ ଲଢେଇ। ଶେଷରେ ଅପରାଜିତାଙ୍କ ଲୋକପ୍ରିୟତା ଆଗରେ ହାରିଯାଇଥିଲା ବିଜେଡି। ତେବେ ଏଥର କିଏ ହେବେ ବିଜେଡି ପ୍ରାର୍ଥୀ ।

Advertisment
Odisha Bjp Aparajita Sarangi