ମ୍ୟାଡାମ୍ ଏକ, ସେପଟେ ଅନେକ | Odisha Reporter
Advertisment
ଭୁବନେଶ୍ବରରେ ବିଜେଡିରୁ ଅପରାଜିତାଙ୍କୁ କିଏ ଦେବ କଡ଼ା ଟକ୍କର । ଅପରାଜିତା ଯଦି ପୁଣିଥରେ ଭୁବନେଶ୍ବରରୁ ବିଜେପିର ସାଂସଦ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିରୁ ଚେହେରାଟା କିଏ। ଗତ ନିର୍ବାଚନରେ ଅପରାଜିତାଙ୍କୁ ଟକ୍କର ଦେଇଥିଲେ ବିଜେଡିର ଅରୁପ ପଟ୍ଟନାୟକ। ରାଜଧାନୀ ଦେଖିଥିଲା ଆଇଏଏସ ଏବଂ ଆଇପିଏସ ଲଢେଇ। ଶେଷରେ ଅପରାଜିତାଙ୍କ ଲୋକପ୍ରିୟତା ଆଗରେ ହାରିଯାଇଥିଲା ବିଜେଡି। ତେବେ ଏଥର କିଏ ହେବେ ବିଜେଡି ପ୍ରାର୍ଥୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us