Advertisment

‘ମୁଁ ଅତନୁଙ୍କ ଗୁରୁତ୍ୱ ବଢାଇବାକୁ ଚାହୁଁନି’

ଅରୁଣ ଓ ଅତନୁଙ୍କ ପ୍ରତିକ୍ରିୟାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ କଡ଼ା ମନ୍ତବ୍ୟ। କହିଲେ, ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି, ସେମାନଙ୍କ ପାଖରେ ଶବ୍ଦର ଅଭାବ।

ଅଦ୍ୟତନ ହୋଇଛି
Advertisment

ଅରୁଣ ଓ ଅତନୁଙ୍କ ପ୍ରତିକ୍ରିୟାକୁ ନେଇ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ କଡ଼ା ମନ୍ତବ୍ୟ। କହିଲେ, ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି, ସେମାନଙ୍କ ପାଖରେ ଶବ୍ଦର ଅଭାବ, ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି। ଦଳ ବଦଳ ପ୍ରସଙ୍ଗରେ କଡ଼ା ଉତ୍ତର ଦେଲେ ବିଧାୟକ ସୌମ୍ୟ। କାହିଁକି ବାରମ୍ବାର ଦଳ ବଦଳାଉଛନ୍ତି ପ୍ରଶ୍ନରେ ସୌମ୍ୟଙ୍କ ଉତ୍ତର। ମତ ପରିବର୍ତ୍ତନ ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି କହିଲ ସୌମ୍ୟ। ବିଜେଡିରେ ଯେଉଁମାନେ ମିଶିଛନ୍ତି , ସେମାନେ କେଉଁ ଦଳରୁ ଆସିଛନ୍ତି ? ନବୀନ ବାବୁ ୧୫ ଦିନରେ ଥରେ ମତ ପରିବର୍ତ୍ତନ କରୁଛନ୍ତି ବୋଲି କହିଛନ୍ତି।

Advertisment
BjD Soumya Ranjan Patnaik Odisha Atanu Sabyasachi Nayak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe