Advertisment

କ୍ଷମତା ଚାଲିଗଲା ପରେ....

ବିଧାନସଭା ନିର୍ବାଚନରେ ବିଜେଡି ପରାସ୍ତ ହେବା ପରେ ଦିନେ ନିଜକୁ ସୁପର ସିଏମ୍‌ ଭାବୁଥିବା ଭିକେ ପାଣ୍ଡିଆନଙ୍କ ସେ ଚମକ ଆଉ ନାହିଁ।

Advertisment

ଦିନ ଥିଲା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବାସଭବନ ସାମ୍ନାରେ ଥିଲା ପୁଲିସ ଛାଉଣୀ। ଦିନରାତି ମାଳ ମାଳ ପୁଲିସ୍ ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ମୁତୟନ ହୋଇଥିଲେ। କିନ୍ତୁ ଏବେ ପୂରା ଅଞ୍ଚଳ ଖାଁ ଖାଁ। ବିଧାନସଭା ନିର୍ବାଚନରେ ବିଜେଡି ପରାସ୍ତ ହେବା ପରେ ଦିନେ ନିଜକୁ ସୁପର ସିଏମ୍‌ ଭାବୁଥିବା ଭିକେ ପାଣ୍ଡିଆନଙ୍କ ସେ ଚମକ ଆଉ ନାହିଁ।  

Advertisment
Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe