ଝିଲାପି ପରି ଗୋଲ ହୋଇଗଲା ରାହୁଲଙ୍କ ଫେକ୍ଟ୍ରିଆଶା | Odisha Reporter
ହରିୟାଣାରେ କଂଗ୍ରେସର ପରାଜୟ ପରେ ଏବେ ଚାରିଆଡ଼େ ଜିଲାପିକୁ ନେଇ ଚର୍ଚ୍ଚା । ପ୍ରଚାର ବେଳେ ରାହୁଲ ଗାନ୍ଧି ଜିଲାପିର ଗୁଣ ଗାନ କରିଥିଲେ । କେମିତି ଜିଲାପି ଚାଖିବା ପରେ ତାଙ୍କ ଭଉଣୀଙ୍କୁ ମେସଜ କରିଥିଲେ ଆଉ କହିଥିଲେ ଏମିତିକା ଜିଲାପି ସେ କେବେ ଖାଇ ନାହାଁନ୍ତି। ଦିନ ଯେତେ ବଢିଲା ଏହି ଜିଲାପି ଆସ୍ତେ ଆସ୍ତେ କଂଗ୍ରେସ କର୍ମୀଙ୍କ ପାଇଁ ଏକ ମଜାକ ପାଲଟିଗଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
