Advertisment

ଜିଲାପିକୁ ନେଇ ଏତେ ଚର୍ଚ୍ଚା କାହିଁକି ?

ହରିୟାଣାରେ କଂଗ୍ରେସର ପରାଜୟ ପରେ ଏବେ ଚାରିଆଡ଼େ ଜିଲାପିକୁ ନେଇ ଚର୍ଚ୍ଚା ।

Advertisment

ହରିୟାଣାରେ କଂଗ୍ରେସର ପରାଜୟ ପରେ ଏବେ ଚାରିଆଡ଼େ ଜିଲାପିକୁ ନେଇ ଚର୍ଚ୍ଚା । ପ୍ରଚାର ବେଳେ ରାହୁଲ ଗାନ୍ଧି ଜିଲାପିର ଗୁଣ ଗାନ କରିଥିଲେ । କେମିତି ଜିଲାପି ଚାଖିବା ପରେ ତାଙ୍କ ଭଉଣୀଙ୍କୁ ମେସଜ କରିଥିଲେ ଆଉ କହିଥିଲେ ଏମିତିକା ଜିଲାପି ସେ କେବେ ଖାଇ ନାହାଁନ୍ତି। ଦିନ ଯେତେ ବଢିଲା ଏହି ଜିଲାପି ଆସ୍ତେ ଆସ୍ତେ କଂଗ୍ରେସ କର୍ମୀଙ୍କ ପାଇଁ ଏକ ମଜାକ ପାଲଟିଗଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe