ବିଜେଡିର 88% ପ୍ରାର୍ଥୀ କୋଟିପତି !

ବିଜେଡିର 88 ପ୍ରତିଶତ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ, ବିଜେପିର 65 ପ୍ରତିଶତ, କଂଗ୍ରେସର 61 ପ୍ରତିଶତ ଓ ଆପ୍‌ର 27 ପ୍ରତିଶତ କୋଟିପତି ପ୍ରାର୍ଥୀ ଅଛନ୍ତି।

Manoj Swain
  • Published: Tuesday, 28 May 2024
  • Updated: 28 May 2024, 11:47 AM IST

Sports

Latest News

2024 ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର 103ଜଣ ବିଧାୟକ ପ୍ରାର୍ଥୀ ପୁଣି ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ 5 ବର୍ଷରେ 4 କୋଟିରୁ 7 କୋଟି ହୋଇଛି। ଅର୍ଥାତ୍ 73% ବୃଦ୍ଧି ପାଇଛି। ଏଥିରୁ ବିଜେଡିରୁ 74ଜଣ ପୁଣି ଥରେ ଟିକଟ ପାଇ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି 5 କୋଟିରୁ 8 କୋଟି ଅର୍ଥାତ୍ ପ୍ରାୟ 54 ପ୍ରତିଶତ ବଢ଼ିଛି। ସେହିଭଳି ବିଜେଡିର 88 ପ୍ରତିଶତ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ, ବିଜେପିର 65 ପ୍ରତିଶତ, କଂଗ୍ରେସର 61 ପ୍ରତିଶତ ଓ ଆପ୍‌ର 27 ପ୍ରତିଶତ କୋଟିପତି ପ୍ରାର୍ଥୀ ଅଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos