ମୋଦି ୩.୦ରେ ୬ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କେଉଁ ସବୁ ମନ୍ତ୍ରଣାଳୟ ମିଳିଲା?

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦାୟିତ୍ୱ ପାଇଛନ୍ତି।

Shivraj Chouhan

ଟ୍ରାକ୍ଟରରେ ଶିବାରାଜ ସିଂହ ଚୌହାନ (ଫାଇଲ ଫଟୋ)

Hemant Lenka
  • Published: Monday, 10 June 2024
  • Updated: 10 June 2024, 10:01 PM IST

Sports

Latest News

ଶପଥ ପାଠର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାରରେ ସାମିଲ ହୋଇଥିବା ସଦସ୍ୟମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ନରେନ୍ଦ୍ର ମୋଦି ଏଥର ମେଣ୍ଟ ସରକାରର ନେତୃତ୍ୱ ନେଉଥିବା ବେଳେ ବିଜେପି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଗୁଡ଼ିକୁ ନିଜ ପାଖରେ ରଖିଛି।

ମୋଦି ୩.୦ ସରକାରରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁଯୋଗ ମିଳିଛି। ସେମାନଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ସେମାନେ ହେଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମମାଞ୍ଝୀ ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜନାଥ ସିଂହ।

Also Read

ରାଜନାଥ ସିଂହ ୨୦୧୯ ଭଳି ଏଥର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଛନ୍ତି। ୨୦୧୪ରେ ସେ ଦେଶର ଗୃହ ମନ୍ତ୍ରୀ ଥିଲେ।

ହରିଆଣର ପୂର୍ବତନ ମୁଖ୍ୟମନ୍ତ୍ରୀ ଖଟ୍ଟର ଶକ୍ତି ମନ୍ତ୍ରଣାଳୟ ସହ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପାଇଛନ୍ତି।

ଜିତନ ରାମ ମାଞ୍ଝୀ ଏଥର ଗୟା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ବିଜୟୀ ହୋଇ ଲୋକସଭାକୁ ଆସିଛନ୍ତି। ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମଙ୍କୁ ଏମଏସ୍‌ଏମଇର କ୍ୟାବିନେଟ ମନ୍ତ୍ରୀ କରାଯାଇଛି।

ହିମନ୍ତ ବିଶ୍ୱଶର୍ମା ଆସାମ ମୁଖ୍ୟମନ୍ତ୍ରୀ ହେବା ପରେ ସର୍ବାନନ୍ଦ ସୋନୱାଲ ଉକ୍ତ ପଦ ଛାଡ଼ିଥିଲେ। ଏହାପରେ ତାଙ୍କୁ କେନ୍ଦ୍ରକୁ ଅଣାଯାଇଥିଲା। ୨୦୧୯ରେ ମଧ୍ୟ ସେ ମନ୍ତ୍ରୀ ହୋଇଥିଲେ। ଏଥର ତାଙ୍କୁ ବନ୍ଦର, ଜାହାଜ ଚଳାଚଳ ଓ ୱାଟରୱେଜ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ସେ ଆଜି ଦାୟିତ୍ୱ ମଧ୍ୟ ନେଇଛନ୍ତି।

କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କୁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ତାଙ୍କୁ ମୋଦି ୩.୦ ସରକାରରେ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story