Advertisment

ବିଜେଡିର ଘର ବୁଡ଼ି ପାଣି ଆଣ୍ଠୁଏ !

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା।

author-image
Manoj Swain

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା। ଦଳ ଛାଡୁଛନ୍ତି ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ବିଧାୟକ। ସ୍ଥିତି ଏଭଳି ହେଲାଣି ଯେ ଆଉ କେହି କାହା କଥା ଶୁଣିବା ସ୍ଥିତିରେ ନାହାନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Jajpur