Advertisment

ଷ୍ଟିୟରିଂ କମିଟିକୁ ନେଇ କଂଗ୍ରେସରେ ଘମାସନ

ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଛି ଏଆଇସିସି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି।

author-image
Manoj Swain

ଷ୍ଟିୟରିଂ କମିଟି ତାଲିକାକୁ ନେଇ କଂଗ୍ରେସରେ ଝଡ। କମିଟିରେ ନାହିଁ ବରିଷ୍ଠ ନେତାଙ୍କ ନାଁ। ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କୁ ଏହି ଷ୍ଟିୟରିଂ କମିଟିରେ ସ୍ଥାନ ମିଳିନାହିଁ । ଯାହାକୁ ନେଇ ଏମାନେ ଖପ୍ପା। ତାଲିକାକୁ ନେଇ ନରସିଂହ କହିଛନ୍ତି, ବୋଧହୁଏ ଦଳରେ ମୋର ଆଉ କାମ କରିବାର ଆବଶ୍ୟକତା ନଥିବା ହାଇକମାଣ୍ଡ ଅନୁଭବ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Congress