Advertisment

ଷ୍ଟିୟରିଂ କମିଟିକୁ ନେଇ କଂଗ୍ରେସରେ ଘମାସନ

ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଛି ଏଆଇସିସି। ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ଷ୍ଟିୟରିଂ କମିଟି ଗଠନ ହୋଇଛି।

Advertisment

ଷ୍ଟିୟରିଂ କମିଟି ତାଲିକାକୁ ନେଇ କଂଗ୍ରେସରେ ଝଡ। କମିଟିରେ ନାହିଁ ବରିଷ୍ଠ ନେତାଙ୍କ ନାଁ। ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କୁ ଏହି ଷ୍ଟିୟରିଂ କମିଟିରେ ସ୍ଥାନ ମିଳିନାହିଁ । ଯାହାକୁ ନେଇ ଏମାନେ ଖପ୍ପା। ତାଲିକାକୁ ନେଇ ନରସିଂହ କହିଛନ୍ତି, ବୋଧହୁଏ ଦଳରେ ମୋର ଆଉ କାମ କରିବାର ଆବଶ୍ୟକତା ନଥିବା ହାଇକମାଣ୍ଡ ଅନୁଭବ କରିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe