'ଓଡ଼ିଶାରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି'

  • Published: Sunday, 07 January 2024
  • , Updated: 07 January 2024, 03:44 PM IST

ରାଜ୍ୟରେ ବ୍ୟୁରୋକ୍ରାଟ୍ ସରକାର ଚାଲିଛି। ଏଠାରେ ଆଇପିଏସ୍, ଆଇଏସ୍‌ଙ୍କ ଇସାରାରେ ଚାଲୁଛି ରାଜ୍ୟ। ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ମନ୍ତବ୍ୟ ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର।

Related story