Advertisment

ଆଜି ଓଡ଼ିଶା ଆସିବେ AICC ସଭାପତି ମଲିକାର୍ଜୁନ ଖଡ଼ଗେ

କନ୍ଧମାଳ ଗସ୍ତରେ ଆସି କଂଗ୍ରେସ ମହାସମାବେଶରେ ଯୋଗଦେବେ।

Mallikarjun Kharge

Mallikarjun Kharge

Advertisment

ଆଜି ଓଡ଼ିଶା ଆସୁଛନ୍ତି AICC ସଭାପତି ମଲିକାର୍ଜୁନ ଖଡ଼ଗେ। କନ୍ଧମାଳ ଗସ୍ତରେ ଆସି କଂଗ୍ରେସ ମହାସମାବେଶରେ ଯୋଗଦେବେ।

Advertisment

ଅପରାହ୍ନରେ ମଲିକାର୍ଜୁନ ଖଡ଼ଗେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ କରୋନେସନ ପଡ଼ିଆରେ ଆୟୋଜିତ କଂଗ୍ରେସ ମହାସମାବେଶରେ ଯୋଗ ଦେବେ। ସେଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ।  ଏନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା ସୂଚନା ଦେଇଛନ୍ତି। 

ମଲିକାର୍ଜୁନ ଖଡ଼ଗେଙ୍କ ସହ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ପ୍ରମୁଖ ସମାବେଶରେ ଯୋଗ ଦେବେ। 

Advertisment
Bjp Odisha Assembly Election 2024 General Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe