ମିଶନ ଶକ୍ତି ବାହାନା, ରାଜନୀତି ନିଶାନା! | Odisha Reporter
Advertisment
ମିଶନ ଶକ୍ତିର ମହିଳାମାନଙ୍କୁ ବ୍ୟବହାର କରି କିଭଳି ଫାଇଦା ନେଉଛି ସରକାରୀ ଦଳ? ସେପଟେ ମିଶନ ଶକ୍ତିର ମୁଖ୍ୟ ସୁଜାତା କାର୍ତ୍ତିକେୟନ୍ ନିଜେ କହୁଛନ୍ତି ମିଶନ ଶକ୍ତି ମହିଳା ରାଜନୀତି କଲେ କୌଣସି ଆପତ୍ତି ନାହିଁ। ମିଶନ ଶକ୍ତି ଏବଂ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକ ପାଇଁ ପ୍ରତି ବଜେଟ୍ରେ ଅଧିକରୁ ଅଧିକ ବ୍ୟୟବରାଦ କରାଯାଉଛି। ସରକାରୀ ଭାବରେ ଆର୍ଥିକ ସହାୟତା ଦିଆଯାଇ ଏହି ମହିଳାମାନଙ୍କୁ ସ୍ୱାବଲମ୍ୱୀ କରୁଥିବାର ଡିଣ୍ଡିମ ପିଟୁଛନ୍ତି ସରକାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us