ଲୋକେ ଅସମ୍ଭାଳ, କିଏ ହେବେ ମୁଖ୍ୟମନ୍ତ୍ରୀ ଟିକେ କହିଦିଅ ? | Odisha Reporter
୪ରେ ରେଜଲ୍ଟ ବାହାରିଲା । ସେହିଦିନ ସଂଧ୍ୟାରୁ ଚର୍ଚ୍ଚା ଚାଲିଛି ଯେ ଏଯାଏ ସରୁନି। ପ୍ରାୟ ୬ ଦିନ ଧରି ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ଆସୁଛି, କିଏ ହେବେ ମୁଖ୍ୟମନ୍ତ୍ରୀ ? ପ୍ରତିଦିନ ନୂଆ ନୂଆ ଚେହେରା ସାମନାକୁ ଆସୁଛନ୍ତି। ହେଲେ କେହି କିଛି କହିପାରୁ ନାହାନ୍ତି। ଏଭଳି ସମୟରେ ଅନେକ ଲୋକଙ୍କ ହାର୍ଟବିଟ ବଢିବାରେ ଲାଗିଛି। ସେପଟେ ଦିନକ ପରେ ରାଜ୍ୟ ଦେଖିବ ଏକ ବିରାଟ ଶପଥଗ୍ରହଣ ଉତ୍ସବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
