Advertisment

ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଜାଣିବା ପାଇଁ ସମସ୍ତେ ବ୍ୟଗ୍ର!

ଆସନ୍ତାକାଲି ଆସିବେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ବସିବ ବିଜେପି ବିଧାୟକ ଦଳ ବୈଠକ। ସର୍ବସମ୍ମତିରେ ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ।

Advertisment

୪ରେ ରେଜଲ୍ଟ ବାହାରିଲା । ସେହିଦିନ ସଂଧ୍ୟାରୁ ଚର୍ଚ୍ଚା ଚାଲିଛି ଯେ ଏଯାଏ ସରୁନି। ପ୍ରାୟ ୬ ଦିନ ଧରି ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ଆସୁଛି, କିଏ ହେବେ ମୁଖ୍ୟମନ୍ତ୍ରୀ ? ପ୍ରତିଦିନ ନୂଆ ନୂଆ ଚେହେରା ସାମନାକୁ ଆସୁଛନ୍ତି। ହେଲେ କେହି କିଛି କହିପାରୁ ନାହାନ୍ତି। ଏଭଳି ସମୟରେ ଅନେକ ଲୋକଙ୍କ ହାର୍ଟବିଟ ବଢିବାରେ ଲାଗିଛି। ସେପଟେ ଦିନକ ପରେ ରାଜ୍ୟ ଦେଖିବ ଏକ ବିରାଟ ଶପଥଗ୍ରହଣ ଉତ୍ସବ।

Advertisment
Bjp Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe