Advertisment

‘ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ’

୫ଟି ସଚିବ ଭି.କେ ପାଣ୍ଡିଆନ ଭିଆରଏସ୍ ନେଇ ଯାଇଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

author-image
Jitendra Garnayak

ସେ ଚାପ୍ଟର ଓଭର । ରାଜନୀତି ଏବେ ଖୋଲା ମୈଦାନରେ ହେବ । ସରକାରୀ ଚାକିରି କରି ରାଜନୀତି କରିବାକୁ ବିରୋଧ କରୁଥିଲୁ। ସରକାରୀ ଚାକିରି ଛାଡ଼ି ଭାରତର ଯେକୌଣସି ବ୍ୟକ୍ତି ରାଜନୀତି କରିପାରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Advertisment
Bjp Manmohan Samal Vk Pandian