Advertisment

‘ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ’

୫ଟି ସଚିବ ଭି.କେ ପାଣ୍ଡିଆନ ଭିଆରଏସ୍ ନେଇ ଯାଇଛନ୍ତି। ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

Advertisment

ସେ ଚାପ୍ଟର ଓଭର । ରାଜନୀତି ଏବେ ଖୋଲା ମୈଦାନରେ ହେବ । ସରକାରୀ ଚାକିରି କରି ରାଜନୀତି କରିବାକୁ ବିରୋଧ କରୁଥିଲୁ। ସରକାରୀ ଚାକିରି ଛାଡ଼ି ଭାରତର ଯେକୌଣସି ବ୍ୟକ୍ତି ରାଜନୀତି କରିପାରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Advertisment
Bjp Vk Pandian Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe