‘ସବୁ କ୍ରାଇମର ହାର କମିଛି’

ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରୁଛନ୍ତି।

Jitendra Garnayak
  • Published: Monday, 02 December 2024
  • Updated: 02 December 2024, 06:03 PM IST

ପୂର୍ବରୁ ଆଇନ ବ୍ୟବସ୍ଥା ଥାନାମାନଙ୍କ ହାତରେ ନଥିଲା। ଏହା ପି ଆଉ କେ’ଙ୍କ ହାତରେ ଥିଲା। ପି ଓ କେ’ ପୂରା ଆଇନ ବ୍ୟବସ୍ଥାକୁ କଣ୍ଟ୍ରୋଲ କରୁଥିଲେ। ତେଣୁ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ଥିଲା। ଏବେ ସୁଧୁରୁଛି: ସନ୍ତୋଷ ଖଟୁଆ, ବିଜେପି ବିଧାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos