ଘୋଷଣା ହେଲା ସବୁ ଆସନର ରେଜଲ୍ଟ: କାହାକୁ ମିଳିଲା କେତେ ସିଟ୍‌?

ବିଜେପି ଏକାକୀ ମ୍ୟାଜିକ ନମ୍ବର ହାସନ କରି ନଥିଲେ ହେଁ ଏନଡିଏ ଏହାକୁ ପାର କରିଛି। ଅବଶ୍ୟ ବିଜେପିକୁ ଉତ୍ତର ପ୍ରଦେଶରେ ବଡ଼ ଝଟକା ଲାଗିଛି।

BJP

କଂଗ୍ରେସ ଓ ବିଜେପି

Hemant Lenka
  • Published: Wednesday, 05 June 2024
  • Updated: 05 June 2024, 03:37 PM IST

Sports

Latest News

ଜୁନ ୪ରେ ଦେଶର ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ଭୋଟ ଗଣତି ଶେଷ ହୋଇଛି। ବିଭିନ୍ନ ଗଣମାଧ୍ୟମ ଗତକାଲି ଠାରୁ ରେଜଲ୍ଟ ପ୍ରକାଶ କରିଥିଲେ ହେଁ ଆଜି ନିର୍ବାଚନ କମିଶନ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛନ୍ତି। ୫୪୩ ଆସନରୁ ୫୪୨ଟି ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ରେଜଲ୍ଟ ଘୋଷଣା କରାଯାଇଛି।

କ୍ଷମତାସୀନ ବିଜେପି ଏକାକୀ ୨୪୦ଟି ଆସନ ଜିତିଥିବା ବେଳେ କଂଗ୍ରେସ ୯୯ଟି ସିଟ ପାଇଛି। ଦେଶର ଲୋକସଭା ଆସନ ସଂଖ୍ୟା ୫୪୩। କିନ୍ତୁ ସୁରତ ଆସନରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ତେଣୁ ୫୪୨ ଆସନ ପାଇଁ ଭୋଟ ଗଣତି ହୋଇଥିଲା।

Also Read

ବୁଧବାର ନିର୍ବାଚନ କମିଶନ କରିଥିବା ଘୋଷଣା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପି ଏକାକୀ ମ୍ୟାଜିକ ନମ୍ବର ହାସନ କରି ନଥିଲେ ହେଁ ଏନଡିଏ ଏହାକୁ ପାର କରିଛି। ଅବଶ୍ୟ ବିଜେପିକୁ ଉତ୍ତର ପ୍ରଦେଶରେ ବଡ଼ ଝଟକା ଲାଗିଛି।

ମୋଦିଙ୍କ ନାଁରେ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀମାନେ ୨୪୦ଟି ଆସନରେ ଜିତିଛନ୍ତି। ତେଣୁ ସରକାର ଗଠନ ପାଇଁ ଦଳକୁ ସହଯୋଗୀ ଦଳଗୁଡ଼ିକର ଆବଶ୍ୟକ ପଡ଼ିବ। ନଚେତ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେଇ ପାରିବେ ନାହିଁ। ବିଜେପି ୨୦୧୯ରେ ଏକାକୀ ୩୦୩ ଓ ୨୦୧୪ରେ ୨୮୨ଟି ଆସନ ଜିତିଥିଲା।

ବିଜେପିର ଦୁଇ ପ୍ରମୁଖ ସହଯୋଗୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁ ଏବେ କିଙ୍ଗମେକର ସାବ୍ୟସ୍ତ ହେବେ। କାରଣ ଟିଡିପି ୧୬ଟି ଓ ଜେଡିୟୁ ୧୨ଟି ଆସନ ଜିତିଛି।

ଅନ୍ୟପକ୍ଷରେ ଇଣ୍ଡିଆ ବ୍ଲକରେ ଥିବା କଂଗ୍ରେସ ଏକାକୀ ୯୯ଟି ଆସନ କବଜା କରିଛି। ୨୦୧୯ରେ ଦଳ ମାତ୍ର ୫୨ଟି ଆସନ ଜିତିଥିଲା। ଦଳ ଏଥର ରାଜସ୍ଥାନ, ହରିଆଣା ଓ ଉତ୍ତର ପ୍ରଦେଶରେ ନିଜର ଦମ ଦେଖାଇଛି।

ଉତ୍ତର ପ୍ରଦେଶରେ ଇଣ୍ଡିଆ ବ୍ଲକ ପାଇଁ ବଡ଼ ସଫଳତା ହାସଲ କରିଛି ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଦଳ ଏକାକୀ ଏଠାରେ ୩୭ଟି ଆସନ ଜିତିଛି। ବେଙ୍ଗଲରେ ମମତା ବାନାର୍ଜୀଙ୍କ ଟିଏମସି ୨୯ଟି ହାସଲ କରିଛି। ବିଜେପି ୨୦୧୯ରେ ଏଠାରେ ୧୮ଟି ଆସନ ଜିତିଥିବା ବେଳେ ଏଥର ୧୨କୁ ଖସି ଯାଇଛି।

କେଉଁ ଦଳକୁ କେତେ ସିଟ୍‌?

ଭାରତୀୟ ଜନତା ପାର୍ଟି- ୨୪୦

କଂଗ୍ରେସ- ୯୯

ସମାଜବାଦୀ ପାର୍ଟି- ୩୭

ଟିଏମସି- ୨୯

ଡିଏମକେ- ୨୨

ଟିଡିପି- ୧୬

ଜେଡିୟୁ – ୧୨

ଶିବସେନା(ଉଦ୍ଧବ ଠାକରେ)- ୦୯

ଏନସିପି(ଶରଦ ପାୱାର) – ୦୮

ଶିବସେନା(ଏକନାଥ ସିନ୍ଦେ) – ୦୭

ଏଲଜେପି(ରାମ ବିଲାଶ)- ୦୫

ୱାଇଏସ୍‌ଆର କଂଗ୍ରେସ – ୦୪

ଆରଜେଡି- ୦୪

ସିପିଆଇ(ଏମ) – ୦୪

ଆଇୟୁଏମଏଲ – ୦୩

ଆପ୍‌ - ୦୩

ଜେଏମଏମ -୦୩

ସିପିଆଇଏମଏଲ – ୦୨

ଜେଡିଏସ୍‌ -୦୨

ଭିସିକେ – ୦୨

ସିପିଆଇ- ୦୨

ଆରଏଲଡି -୦୨

ଏନସି- ୦୨

ୟୁପିପିଏଲ- ୦୧

ଏଜିପି-୦୧

ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା- ୦୧

କେଇସି- ୦୧

ଆରଏସ୍‌ପି- ୦୧

ଏନସିପି-୦୧

ଭିଓଟିପିପି- ୦୧

ଜେଡପିଏମ-୦୧

ଅକାଳୀ ଦଳ – ୦୧

ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ -୦୧

ଭାରତ ଆଦିବାସୀ ପାର୍ଟି- ୦୧

ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା – ୦୧

ଆଜାଦ ସମାଜ ପାର୍ଟି -୦୧

ଆପନା ଦଳ -୦୧

ଏଜେଏସ୍‌ୟୁ ପାର୍ଟି – ୦୧

ଏଆଇଏମଆଇଏମ – ୦୧

ସ୍ୱାଧୀନ ପ୍ରାର୍ଥୀ -୦୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story