ବିଡିଓଙ୍କୁ ଝାଡି ଦେଲେ ନେତା

ଅସ୍ତରଙ୍ଗରେ ବାବୁଗିରିକୁ ଲାଗିଛି ବଡ ଝଟ୍‌କା। ଜନଶୁଣାଣୀ ବେଳେ ସତ ଓଗାଳିଲେ ନେତା ।

Manoj Swain
  • Published: Wednesday, 18 October 2023
  • Updated: 18 October 2023, 11:14 AM IST

Sports

Latest News

ଅସ୍ତରଙ୍ଗରେ ବାବୁଗିରିକୁ ଲାଗିଛି ବଡ ଝଟ୍‌କା। ଜନଶୁଣାଣୀ ବେଳେ ସତ ଓଗାଳିଲେ ନେତା । ଅସନ୍ତୋଷ ଝାଡି ତଳେ ବସିଲେ 15 ସରପଞ୍ଚ ଓ ସମିତି ସଭ୍ୟ । ଅସ୍ତରଙ୍ଗ ବ୍ଲକ ବିଡିଓଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । 'ଆମ ଓଡ଼ିଶା ନବୀନ ଓଡିଶା' ପ୍ରକଳ୍ପକୁ ହାଇଜାକ ଅଭିଯୋଗ । ଏଡିଏମଙ୍କ ଉପସ୍ଥିତିରେ ବିଡିଓଙ୍କୁ ଝାଡି ଦେଲେ ନେତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos