ବିଡିଓଙ୍କୁ ଝାଡି ଦେଲେ ନେତା | Odisha Reporter
Advertisment
ଅସ୍ତରଙ୍ଗରେ ବାବୁଗିରିକୁ ଲାଗିଛି ବଡ ଝଟ୍କା। ଜନଶୁଣାଣୀ ବେଳେ ସତ ଓଗାଳିଲେ ନେତା । ଅସନ୍ତୋଷ ଝାଡି ତଳେ ବସିଲେ 15 ସରପଞ୍ଚ ଓ ସମିତି ସଭ୍ୟ । ଅସ୍ତରଙ୍ଗ ବ୍ଲକ ବିଡିଓଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । 'ଆମ ଓଡ଼ିଶା ନବୀନ ଓଡିଶା' ପ୍ରକଳ୍ପକୁ ହାଇଜାକ ଅଭିଯୋଗ । ଏଡିଏମଙ୍କ ଉପସ୍ଥିତିରେ ବିଡିଓଙ୍କୁ ଝାଡି ଦେଲେ ନେତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us