Advertisment

ବବିଙ୍କ ଗଡ଼ରେ ପାଣ୍ଡିଆନଙ୍କୁ ବଦନାମ ପାଇଁ କାହାର ପ୍ଲାନ ?

ଦେହରେ 5ଟି ମନ୍ତ୍ରର ଗଞ୍ଜି ଆଉ ହାତରେ ମୋଟା ବାଡି ଖଣ୍ଡେ। ପୁଣି ମୁହଁରେ କଳା କପଡା ବାନ୍ଧି ହଠାତ ମାଡି ଆସିଲେ ଟୋକା ଦଳ। ଦେଖାଇଲେ ତାଙ୍କ କଳ ବଳ ଏବଂ କୌଶଳ ଜାଣି ପାରିଲାନି ପୁଲିସ୍ । କୁଆଡୁ ଆସିଲେ ଏମାନେ ଆଉ କୁଆଡ଼େ ଗଲେ ଏହି 5ଟି ବାହୁବଳି।

author-image
Manoj Swain

ଦେହରେ 5ଟି ମନ୍ତ୍ରର ଗଞ୍ଜି ଆଉ ହାତରେ ମୋଟା ବାଡି ଖଣ୍ଡେ। ପୁଣି ମୁହଁରେ କଳା କପଡା ବାନ୍ଧି ହଠାତ ମାଡି ଆସିଲେ ଟୋକା ଦଳ। ଦେଖାଇଲେ ତାଙ୍କ କଳ ବଳ ଏବଂ କୌଶଳ ଜାଣି ପାରିଲାନି ପୁଲିସ୍ । କୁଆଡୁ ଆସିଲେ ଏମାନେ ଆଉ କୁଆଡ଼େ ଗଲେ ଏହି 5ଟି ବାହୁବଳି। ଏହି ଘଟଣା ପରେ ନେତା କିନ୍ତୁ ନିନ୍ଦା କଲେ ଫାଇଭ୍ ଟି ସଚିବଙ୍କୁ କହିଲେ ମାର୍କେଟକୁ ଆସିଗଲେ 5ଟି ଗୁଣ୍ଡା ବାହିନୀ । ଯାହାକୁ ନେଇ ପୁରା ରାଜ୍ୟରେ ଚର୍ଚ୍ଚା ହେଉଛି। ଏ ନେଇ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
5T Vk Pandian Odisha