ବିଜେଡି ବିଜେଡି ଠାଏ ଠାଏ

କୈଳାସ ପରିଡ଼ାଙ୍କୁ ସଞ୍ଜୟଙ୍କ ଲୋକ ପିଟିଥିବା ଅଭିଯୋଗ । କୈଳାସ କୁଆଡ଼େ ସାଂସଦ ଏବଂ ତୃତୀୟ ମହଲାର ଆଶୀର୍ବାଦରେ ବଳୀୟାନ ।

Manoj Swain
  • Published: Wednesday, 04 October 2023
  • Updated: 04 October 2023, 06:45 PM IST

Sports

Latest News

କୈଳାସ ପରିଡ଼ାଙ୍କୁ ସଞ୍ଜୟଙ୍କ ଲୋକ ପିଟିଥିବା ଅଭିଯୋଗ । କୈଳାସ କୁଆଡ଼େ ସାଂସଦ ଏବଂ ତୃତୀୟ ମହଲାର ଆଶୀର୍ବାଦରେ ବଳୀୟାନ । କୈଳାସଙ୍କ ମଧ୍ୟ ଭିତିରି ଆଶା ସଞ୍ଜୟଙ୍କ ଟିକେଟ୍ କାଟି ଟିକେଟ୍ ହତେଇବା ପାଇଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅଧିନ ୨୮ ନମ୍ୱର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡ଼ା ଏକ ସାଙ୍ଗଠନିକ କାର୍ଯକ୍ରମ କରୁଥିବା ବେଳେ ତାଙ୍କୁ କୃଷ୍ଣପ୍ରସାଦ ବ୍ଲକର ବିଜେଡି କର୍ମୀ ମାନେ ବିରୋଧ କରିବା ସହ କରିଥିଲେ ଆକ୍ରମଣ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos