ପ୍ରଦୀପ ଧୋଇଲେ ନବୀନ ତାଳି ମାରିଲେ ! | Odisha Reporter
Advertisment
ବିଜେଡି କାହିଁକି ହାରିଲା ତାର କାରଣ ଖୋଜି ପାଇ ପାରିଲାନି ଦଳ। ନିର୍ବାଚନ ହାରିବାର ୩ ମାସ ପରେ ପରାଜୟର କାରଣ କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ଭୁବନେଶ୍ବରରେ ଆୟୋଜିତ ନବରଙ୍ଗପୁର ଜିଲ୍ଲାର ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀରେ ପ୍ରଦୀପ କହିଲେ ୩ କାରଣ। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us