Advertisment

ଅଧବାଟରେ ଝୁଣ୍ଟିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ !

'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ବିରୋଧରେ ଧୀରେ ଧୀରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ।

Advertisment

ଅଧବାଟରେ ଝୁଣ୍ଟିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ! 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ବିରୋଧରେ ଧୀରେ ଧୀରେ ଦାନା ବାନ୍ଧୁଛି ଜନ ଅସନ୍ତୋଷ। ଅଧିକାଂଶ ସମୟରେ ଅଭିଯୋଗ ଆସୁଛି କି, ସରକାରୀ କାର୍ଯ୍ୟକ୍ରମ ଆଳରେ ଦଳୀୟ କାର୍ଯ୍ୟକ୍ରମ କରାଯାଉଛି। ଯେହେତୁ ଆଗକୁ ନିର୍ବାଚନ ତା ପୂର୍ବରୁ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଜରିଆରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ସରପଞ୍ଚମାନେ । 

Advertisment
Odisha BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe