Advertisment

ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ

ଲେନିନଙ୍କ ମୁହଁରେ ଅମରଙ୍କ ଭଳି ବରିଷ୍ଠ ନେତାଙ୍କୁ କଟାକ୍ଷ କରିବା ବିଜେଡିରେ ସ୍ୱାଭିମାନୀ ନେତାଙ୍କ ମରୁଡ଼ି ପଡ଼ିଥିବା ସ୍ପଷ୍ଟ ହେଲାଣି ।

Advertisment

ଚମରସୀମାରେ ପହଞ୍ଚିଲା ବିଜେଡି କଳି। ପରାଜୟକୁ ନେଇ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ସମସ୍ତେ ମୁହଁ ଖୋଲୁଛନ୍ତି। ସିଧା ସୁପ୍ରିମୋଙ୍କ ସହ ଶୀର୍ଷ ସ୍ତରର କିଛି ନେତାଙ୍କୁ ଦାୟୀ କରୁଛନ୍ତି। ହେଲେ ସେମାନଙ୍କୁ ସିଧାସଳଖ ଜବାବ ଦେଇପାରୁନି ଦଳ। ବରଂ ମୁଖପାତ୍ରଙ୍କୁ ଲଗାଇ ଦଳ ଛାଡିବାକୁ କହୁଛି। ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ବିଜେଡିର ଜଣେ ଆଗଧାଡିର ରାଜନେତା। ୨୪ ନିର୍ବାଚନରେ ତାଙ୍କ ଟିକଟ କାଟିଦିଆଗଲା, ଜାଣିଶୁଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳୀୟ ଟିକଟ ମିଳିଲା। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe