Advertisment

ଠିକ୍ ପ୍ରାର୍ଥୀଙ୍କୁ ଦେବାର ଥିଲା: ଅମର ଶତପଥି

'ଖାଲି ଦଳକୁ ଦେଖି ଲୋକେ ଭୋଟ ଦିଅନ୍ତିନି। ନିର୍ବାଚନରେ ପ୍ରାର୍ଥୀ ଚୟନ ଏକ ବହୁତ ବଡ଼ କଥା। ଯାହାକୁ ଠିକ୍ ଭାବେ ଦେଖିବା ଉଚିତ୍।'

author-image
Manoj Swain
ଅଦ୍ୟତନ ହୋଇଛି

'ଖାଲି ଦଳକୁ ଦେଖି ଲୋକେ ଭୋଟ ଦିଅନ୍ତିନି। ନିର୍ବାଚନରେ ପ୍ରାର୍ଥୀ ଚୟନ ଏକ ବହୁତ ବଡ଼ କଥା। ଯାହାକୁ ଠିକ୍ ଭାବେ ଦେଖିବା ଉଚିତ୍। ଯେତେବେଳେ ପ୍ରାର୍ଥୀ ଚୟନ କରାଗଲା ସେତେବେଳେ ଆମ ଦଳର ସଭାପତି ସମ୍ପୂର୍ଣ୍ଣ ଭାବେ ବିଚାର କରିବାର ଥିଲା।' ବିଜେଡି ପରାଜୟ ପରେ କ'ଣ କହିଛନ୍ତି ଶୁଣନ୍ତୁ ବିଜେଡିର ବରିଷ୍ଠ ନେତା ଅମର ଶତପଥି।

Advertisment
Odisha BjD