Advertisment

ଠିକ୍ ପ୍ରାର୍ଥୀଙ୍କୁ ଦେବାର ଥିଲା: ଅମର ଶତପଥି

'ଖାଲି ଦଳକୁ ଦେଖି ଲୋକେ ଭୋଟ ଦିଅନ୍ତିନି। ନିର୍ବାଚନରେ ପ୍ରାର୍ଥୀ ଚୟନ ଏକ ବହୁତ ବଡ଼ କଥା। ଯାହାକୁ ଠିକ୍ ଭାବେ ଦେଖିବା ଉଚିତ୍।'

ଅଦ୍ୟତନ ହୋଇଛି
Advertisment

'ଖାଲି ଦଳକୁ ଦେଖି ଲୋକେ ଭୋଟ ଦିଅନ୍ତିନି। ନିର୍ବାଚନରେ ପ୍ରାର୍ଥୀ ଚୟନ ଏକ ବହୁତ ବଡ଼ କଥା। ଯାହାକୁ ଠିକ୍ ଭାବେ ଦେଖିବା ଉଚିତ୍। ଯେତେବେଳେ ପ୍ରାର୍ଥୀ ଚୟନ କରାଗଲା ସେତେବେଳେ ଆମ ଦଳର ସଭାପତି ସମ୍ପୂର୍ଣ୍ଣ ଭାବେ ବିଚାର କରିବାର ଥିଲା।' ବିଜେଡି ପରାଜୟ ପରେ କ'ଣ କହିଛନ୍ତି ଶୁଣନ୍ତୁ ବିଜେଡିର ବରିଷ୍ଠ ନେତା ଅମର ଶତପଥି।

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe