Advertisment

‘ମୁଁ ବିଜେଡିରେ ରହି ଦଳକୁ ସୁଦୃଢ କରିବି’

ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ କର୍ପୋରେଟର ଅମରେଶ ଜେନା। ସେଥିପାଇଁ ସେ ଅନନ୍ତ ବିରୋଧୀ ଅଭିଯାନ ଚଲାଇଥିଲେ ଓ ଦଳ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ।

author-image
Manoj Swain

ଆଉ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ କର୍ପୋରେଟର ଅମରେଶ ଜେନା। ସେଥିପାଇଁ ସେ ଅନନ୍ତ ବିରୋଧୀ ଅଭିଯାନ ଚଲାଇଥିଲେ ଓ ଦଳ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ। ଅନ୍ୟପକ୍ଷରେ ଅନନ୍ତ ବି ଟିକେଟ ପାଇବା ପାଇଁ ପ୍ରୟାସ କରିଥିଲେ। ଆଉ ଶେଷରେ ଅମରେଶ ଓ ତାଙ୍କ ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିଛି। ଅନନ୍ତଙ୍କ ଉପରେ ପୁଣି ଭରସା କରିଛି ଦଳ। ଏହାକୁ ନେଇ ଅମରେଶ ଜେନା କଣ କହିଛନ୍ତି ଶୁଣନ୍ତୁ। 

Advertisment
BjD Bhubaneswar Odisha