‘ମୁଁ ବିଜେଡିରେ ରହିବି ଆଉ ସୁଦୃଢ କରିବି’| Odisha Reporter
Advertisment
ଆଉ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଭୁବନେଶ୍ୱର ମଧ୍ୟ ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ କର୍ପୋରେଟର ଅମରେଶ ଜେନା। ସେଥିପାଇଁ ସେ ଅନନ୍ତ ବିରୋଧୀ ଅଭିଯାନ ଚଲାଇଥିଲେ ଓ ଦଳ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ। ଅନ୍ୟପକ୍ଷରେ ଅନନ୍ତ ବି ଟିକେଟ ପାଇବା ପାଇଁ ପ୍ରୟାସ କରିଥିଲେ। ଆଉ ଶେଷରେ ଅମରେଶ ଓ ତାଙ୍କ ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିଛି। ଅନନ୍ତଙ୍କ ଉପରେ ପୁଣି ଭରସା କରିଛି ଦଳ। ଏହାକୁ ନେଇ ଅମରେଶ ଜେନା କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us