Advertisment

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାରାଥନ ପ୍ରଚାର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାରାଥନ ପ୍ରଚାର। ଗତକାଲି ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ କଲେ ମାରାଥନ ପ୍ରଚାର।

author-image
Manoj Swain

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାରାଥନ ପ୍ରଚାର। ଗତକାଲି ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ରେ କଲେ ମାରାଥନ ପ୍ରଚାର। ସବୁଠି ସଭାମଞ୍ଚ ଭିତରେ ଓ ବାହାରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତାଙ୍କ ଭିଡ଼ ଯେମିତି ଉତ୍ସାହ ବି ସେମିତି। ଗୋଟିଏ ଦିନରେ ଚାରି ଚାରିଟି ନିର୍ବାଚନୀ ପ୍ରଚାର କରି ବିଜେପି ପାଇଁ ଭୋଟ୍ ମାଗିଲେ, ନବୀନ ସରକାର ଉପରେ ପ୍ରଚଣ୍ଡ ହମଲା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp Odisha Amit Shah