Advertisment

ଆସୁଛନ୍ତି ଶାହ ୨୪ରେ ସରକାର ଗଢ଼ିବା ପାଇଁ ବଡ଼ ଯୋଜନା

ପୂରା ମାଷ୍ଟର ପ୍ଲାନ ନେଇ ଆସୁଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ । ୨୪ରେ ସରକାର ଗଠନ ପାଇଁ ବିଜେପି କରୁଛି ବଡ଼ ଯୋଜନା। ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିଁ ସ୍ବପ୍ନ ଦେଖାଇଥିଲେ ୨୪ରେ ବିଜେପିର ସରକାର ଗଠନ ଓଡ଼ିଶାରେ ବୋଲି ।

author-image
Manoj Swain
ଅଦ୍ୟତନ ହୋଇଛି

ପୂରା ମାଷ୍ଟର ପ୍ଲାନ ନେଇ ଆସୁଛନ୍ତି ବିଜେପି ଚାଣକ୍ୟ ଅମିତ ଶାହ । ୨୪ରେ ସରକାର ଗଠନ ପାଇଁ ବିଜେପି କରୁଛି ବଡ଼ ଯୋଜନା। ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିଁ ସ୍ବପ୍ନ ଦେଖାଇଥିଲେ ୨୪ରେ ବିଜେପିର ସରକାର ଗଠନ ଓଡ଼ିଶାରେ ବୋଲି ।

Advertisment
Odisha Bjp Amit Shah