Advertisment

ଜେଲରେ ଜୟନାରାୟଣଙ୍କୁ ଦିଆଯାଇଥିଲା ବିଷ!

ଏତେ ସଂଘର୍ଷ ସତ୍ତ୍ୱେ ଦଳ କ୍ଷମତାକୁ ଆସିଥିଲେ ମଧ୍ୟ ତାଙ୍କୁ କୌଣସି ପଦପଦବୀ ଦିଆଯାଇନଥିବା ଯୋଗୁ ମନରେ ତାଙ୍କର ରହିଛି ଅନେକ କ୍ଷୋଭ।

Advertisment

ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ତାଙ୍କ ମନର କଥା। ଦଳ ପାଇଁ ତାଙ୍କ ସଂଘର୍ଷର କଥା କହିଛନ୍ତି। ଦଳ ପାଇଁ ସେ ଅନେକ ଘାତ ପ୍ରତିଘାତ ସହିଛନ୍ତି। ହେଲେ କେବେ ବି ଦଳ ଛାଡ଼ି ନାହାନ୍ତି। ଏତେ ସଂଘର୍ଷ ସତ୍ତ୍ୱେ ଦଳ କ୍ଷମତାକୁ ଆସିଥିଲେ ମଧ୍ୟ ତାଙ୍କୁ କୌଣସି ପଦପଦବୀ ଦିଆଯାଇନଥିବା ଯୋଗୁ ମନରେ ତାଙ୍କର ରହିଛି ଅନେକ କ୍ଷୋଭ। ଜୟ ନାରାୟଣ କହିଛନ୍ତି, ତାଙ୍କୁ ଜେଲରେ ବିଷ ଦିଆଯାଇଥିଲା। ସରକାର କେମିତି ଆକ୍ରୋଶମୂଳକ ଭାବେ ତାଙ୍କ ଉପରେ ଗୋଟିଏ ପରେ ଗୋଟିଏ କେସ ଲଦି ଦେଉଥିଲା, ସେ କଥା ବି କହିଛନ୍ତି ଜୟନାରାୟଣ ମିଶ୍ର।  

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe