ରୋକଠୋକ ପ୍ରଶ୍ନର ରୋକଠୋକ ଜବାବ ଦେଲେ ଟଙ୍କଧର

Jitendra Garnayak
  • Published: Saturday, 15 February 2025
  • , Updated: 15 February 2025, 08:24 PM IST

ରୋକଠୋକ ପ୍ରଶ୍ନର ରୋକଠୋକ ଜବାବ ରଖିଲେ ବିଧାୟକ ଟଙ୍କଧର ତ୍ରିପାଠୀ । ନିର୍ବାଚନ ପୂର୍ବରୁ ନବ ଦାସଙ୍କ ହତ୍ୟାକୁ ନେଇ ପ୍ରଶ୍ନ ଉଠାଉଥିଲେ, କିନ୍ତୁ ଏବେ ଚୁପ କାହିଁକି ? ନବ ଦାସ ଜୀବିତ ଥିଲେ ଜିତିବା ପାଇଁ ଟଙ୍କଧରଙ୍କୁ କେତେ କଷ୍ଟ ହୋଇଥା’ନ୍ତା ? ଝାରସୁଗୁଡ଼ାରେ କେମିତି ଚାଲିଛି ରାଜନୀତି ? ଟଙ୍କଧର କିଭଳି ଷ୍ଟ୍ରାଟେଜି କଲେ ଯେ, ନିର୍ବାଚନରେ ଦୀପାଳି ଦାସଙ୍କୁ ହାରିବାକୁ ପଡ଼ିଲା ? ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବା ଦରକାର କି ? ଏମିତି ଅନେକ ରୋକଠୋକ ପ୍ରଶ୍ନର ଉତ୍ତର ରଖିଛନ୍ତି ଝାରସୁଗୁଡ଼ା ବିଧାକୟ ଟଙ୍କଧର ତ୍ରିପାଠୀ ।
 

Related story