‘ଆଗରୁ ଲିଭ-ଇନରେ ଥିଲେ, ଏବେ ମ୍ୟାରେଜ ହେଇଯିବ’ | Odisha Reporter
ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କହିଲେ, ମେଣ୍ଟ ହେଲେ ରାଜ୍ୟରେ ପ୍ରକୃତ ବିରୋଧୀ କିଏ ଜଣାପଡ଼ିବ। ଆଗରୁ ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ହେଉଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
