Advertisment

‘ଆଗରୁ ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ହେଉଛି'

'ମେଣ୍ଟ ହେଲେ ରାଜ୍ୟରେ ପ୍ରକୃତ ବିରୋଧୀ କିଏ ଜଣାପଡ଼ିବ'

Advertisment

ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କହିଲେ, ମେଣ୍ଟ ହେଲେ ରାଜ୍ୟରେ ପ୍ରକୃତ ବିରୋଧୀ କିଏ ଜଣାପଡ଼ିବ। ଆଗରୁ ବିଜେପି-ବିଜେଡି ଲିଭ୍ ଇନରେ ଥିଲେ ଏବେ ମ୍ୟାରେଜ ହେଉଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Advertisment
Odisha Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe